ନିମ୍ନଲିଖିୟ ଯୋଡ଼ା ଉପରେ ବିଚାର କର:  

କ୍ର.ସ ଆଞ୍ଚଳିକ ସାମ୍ରାଜ୍ୟ  ଶାସକ 
1. ଗୁଜୁରାଟ  ରାଜା ଅଜିତ ସିଂହ 
2. ମାଲବା ସବାଇ ରାଜା ଜୟସିଂହ  
3.  ଭରତପୁର   ସୂରଜ ମଳ
4.  ହାଇଦ୍ରାବାଦ  ଚୀନ କିଲିଚ ଖାନ 

ଉପରେ ଦିଆଯାଇଥିବା କେତେ ଯୋଡ଼ା ସଠିକ ମେଳ ହେଇଛି ? 

1
କେବଳ 1 ଏବଂ 2 
2
କେବଳ 1, 3  ଏବଂ 4
3
କେବଳ ଏବଂ 4
4
1, 2, 3  ଏବଂ 4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation