state gov Odisha Police Junior Clerk Mock Test 2024 General Knowledge Science Technology and Inventions
ଉଦ୍ଭାବନ, ଆବିଷ୍କାର, ସମ୍ପୃକ୍ତ ବୈଜ୍ଞାନିକ ଓ ବର୍ଷ ବିଷୟରେ ପ୍ରଦତ୍ତ ନିମ୍ନୋକ୍ତ ଉକ୍ତି ମାନଙ୍କ ମଧ୍ୟରୁ କେଉଁଟି ଭୁଲ ଚୟନ କର ।
|
କ୍ରମିକ ସଂଖ୍ୟା |
ଉଦ୍ଭାବନ/ ଆବିଷ୍କାର |
ବୈଜ୍ଞାନିକ |
ବର୍ଷ |
|
1. |
ହେଲିକେପ୍ଟର |
ବ୍ରିକେଟ ବ୍ରଦର୍ଶ |
1909 |
|
2. |
ଇନ୍ କେଣ୍ଡେସେଣ୍ଟ ବଲ୍ଲ |
ମେରୀ କ୍ୟୁରୀ, ଆମେରିକା |
1879 |
|
3. |
ଉନ୍ନତ ଯାନ୍ତ୍ରିକ ନିଶୁଣି |
ଓଟିସ୍ ଏବଂ ୱାଟସନ୍ |
1852 |
|
4. |
ଲେଜର |
ଗର୍ଡନ ଗୁଇଡ, ଆମେରିକା |
1957 |
|
5. |
ମୋଟର ସାଇକେଲ |
ଜି. ଡାଇନିବାର, ଜର୍ମାନୀ |
1885 |
1
କ୍ରମିକ ସଂଖ୍ୟା-2
2
କ୍ରମିକ ସଂଖ୍ୟା-3
3
କ୍ରମିକ ସଂଖ୍ୟା-4
4
କ୍ରମିକ ସଂଖ୍ୟା-5