ଜଣେ ବ୍ୟକ୍ତି ପ୍ରଥମେ ଉତ୍ତର ଦିଗକୁ ମୁହାଁଇଛନ୍ତି। ପ୍ରଥମେ ସେ ଦକ୍ଷିଣାବର୍ତ୍ତ 45° ଓ ତା ପରେ ବାମାବର୍ଭ ଦିଗରେ 90° ରେ ବୁଲନ୍ତି I ଶେଷରେ ସେ ଦକ୍ଷିଣ ଦିଗରେ 135° ରେ ବୁଲନ୍ତି। ବ୍ୟକ୍ତି ଜଣକ ଏବେ କେଉଁ ଦିଗକୁ ଗତି କରୁଛନ୍ତି

1
ପୂର୍ବ
2
ଉତ୍ତର-ପୂର୍ବ
3
ଉତ୍ତର
4
ଦକ୍ଷିଣ-ପୂର୍ବ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation