ଆଣ୍ଟି ବାୟୋଟିକ୍ସ ପ୍ରତିରୋଧ ସହିତ ସମବାଦଧିତ ନିମ୍ନଲିଖିତ ମଧ୍ୟରୁ କେଉଁ କଥନ ଭୁଲ ଅଟେ ?
1
ଆଣ୍ଟି ବାୟୋଟିକ୍ସ ପ୍ରତିରୋଧ ସ୍ଵାଭାବିକ ରୂପେ ହେଇପାରେ ।
2
ଆଣ୍ଟି ବାୟୋଟିକ୍ସ କେବଳ ପଞ୍ଜୀକୃତ ମେଡିକାଲ ପ୍ରାକ୍ଟିସନର ର ଅନୁଯାୟୀ ବିକ୍ରି ହେଇ ପାରେ ।
3
ରେଡ ଲାଇନ ସଚେତନତା ଅଭିଯାନ ଆଣ୍ଟିବାୟୋଟିକ ପ୍ରତିରୋଧ ସହିତ ଜଡ଼ିତ ।
4
ଆଣ୍ଟି ବାୟୋଟିକ୍ସ ପ୍ରତିରୋଧ ର ବାୟୁ ପ୍ରଦୂଷଣ ସହିତ କୌଣସି ସମ୍ବଦ୍ଧ ନୁହେଁ ।