କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସମ୍ବନ୍ଧରେ ନିମ୍ନଲିଖିତ ବିବୃତ୍ତିଗୁଡ଼ିକ ଉପରେ ବିଚାର କର :

1. ଏହା ରାଜନୈତିକ ଫାଇଦା ଅପେକ୍ଷା ନୈତିକତାକୁ ଅଧିକ ଗୁରୁତ୍ୱ ଦେଇଥାଏ ।

2. ଏହା ଦାସତ୍ୱକୁ ଦୃଢ଼ ନିନ୍ଦା କରିଛି 

3. ଏହା ପ୍ରଶାସନର ସମସ୍ୟା ସହିତ ସମ୍ପତ୍ତି ଓ ଅପରାଧ ର ଆଇନ ସମ୍ପର୍କରେ ଆଲୋଚନା କରିଥାଏ ।

4. ଏଥିରେ ମହିଳା ଗୁପ୍ତଚରମାନେ ପୁରୁଷଙ୍କ ତୁଳନାରେ ଅଧିକ ଦକ୍ଷ ବୋଲି ଦର୍ଶାଯାଇଛି, ତେଣୁ ସେମାନଙ୍କୁ ବିଶେଷ କରି ଗୁପ୍ତଚର ଭାବରେ ନିଯୁକ୍ତ କରାଯିବା ଉଚିତ୍ ।

ଉପରୋକ୍ତ ବିବୃତ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଅଟେ?

1
1, 2 ଏବଂ 4
2
2 ଏବଂ 3
3
3 ଏବଂ 4
4
2, 3 ଏବଂ 4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation