44 କିମି/ଘଣ୍ଟା ର ଗତି ରେ ଚାଲୁଥିବା ଏକ ଟ୍ରେନ ସେହି ଦିଗ ରେ କିମି/ଘଣ୍ଟା ର ଗତି ରେ ଚାଲୁଥିବାଜଣେ ବ୍ୟକ୍ତି ଙ୍କୁ 15 ସେକେଣ୍ଡ ରେ ପାର କରେ । ଯଦି ଟ୍ରେନ ବିପରୀତ ଦିଗ ରୁ ଆସୁଥିବା ଏକ ମହିଳା ଙ୍କୁ 10 ସେକେଣ୍ଡ ରେ ପାର କରୁଛି, ତେବେ ମହିଳା ର ଗତି (କିମି/ଘଣ୍ଟାରେ ) କେତେ ?
1
8.5
2
10
3
9
4
10.5