ସଂଯୁକ୍ତ ରାଜ୍ୟ ଆମେରିକା ର ମଡେଲ ରୁ ଅଲଗା ଭାରତୀୟ ରାଜନୈତିକ ବ୍ୟବସ୍ଥା ସୂଚନା ରେ, ନିମ୍ନଲିଖିତ ବାକ୍ୟ ଉପରେ ବିଚାର କରନ୍ତୁ:
1. ସଂଯୁକ୍ତ ରାଜ୍ୟ ଆମେରିକା ଶାସନ ର ରାଷ୍ଟ୍ରପତି ପ୍ରଣାଳୀ ପାଳନ କରୁଥିଲା ବେଳେ ଭାରତ ଶାସନ ର ସଂସଦୀୟ ପ୍ରଣାଳୀ ଅନୁସରଣ କରେ ।
2. ଭାରତ ରେ କୌଣସି ରାଜ୍ୟର ଅବିରତ ଅସ୍ତିତ୍ଵ ସମ୍ବିଧାନ ଦ୍ଵାରା ନିଶିନ୍ତ ହୋଇନଥିବା ବେଳେ ଯୁକ୍ତ ରାଜ୍ୟ ଆମେରିକା ର ସମ୍ବିଧାନ ଦ୍ଵାରା ଏହାକୁ ସରଂକ୍ଷିତ ରଖାଯାଇଛି ।
ଉପରୋକ୍ତ ମଧ୍ୟରୁ କେଉଁ ବାକ୍ୟ ଟି ସଠିକ ଅଟେ ?
1
କେବଳ 1
2
କେବଳ 2
3
ଉଭୟ 1 ଏବଂ 2
4
1 କିମ୍ବା 2 କେଉଁଟି ନୁହେଁ