'SMART’ କାର୍ଯ୍ୟକ୍ରମ ସମ୍ବଦ୍ଧ ରେ ନିମ୍ନଲିଖିତ ଉପରେ ବିଚାର କରନ୍ତୁ :

(i)  'SMART’ ହେଉଛି ସ୍କୋପ ଫର ମେନଷ୍ଟ୍ରିମିଂ ଆୟୁର୍ବେଦ ରିସର୍ଚ ଇନ ଟ୍ରେନିଂ ପ୍ରଫେସନାଲ' ପ୍ରୋଗ୍ରାମ 

(ii) ଏହାର ଉଦ୍ଦେଶ୍ୟ ଆୟୁର୍ବେଦ କଲେଜ ଏବଂ ହସ୍ପିଟାଲ ମାଧ୍ୟମ ରେ ପ୍ରଥମିକତା ଥିବା ସ୍ୱାସ୍ଥ୍ୟ ଅନୁସନ୍ଧାନ କ୍ଷେତ୍ର ରେ ବୈଜ୍ଞାନିକ ଅନୁସନ୍ଧାନ କୁ ପ୍ରୋତ୍ସାହନ କରିବା ।

(iii) ଏହାକୁ  ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ରାଷ୍ଟ୍ରୀୟ ଆୟୋଗ ଏବଂ ଆୟୁର୍ବେଦିକ ବିଜ୍ଞାନ ରେ ଅନୁସନ୍ଧାନ ପାଇଁ କେନ୍ଦ୍ରୀୟ ପରିଷଦ ଦ୍ଵାରା ଲଞ୍ଚ କରାଯାଇଥିଲା । 

ଉପରୋକ୍ତ ମଧ୍ୟରୁ କେଉଁଟି ଠିକ ?

1
 କେବଳ (i)
2
କେବଳ (ii) ଏବଂ (iii) 
3
କେବଳ (i) ଏବଂ (iii) 
4
ଉପରୋକ୍ତ ସମସ୍ତ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation