6900 ଟଙ୍କା ସହିତ A ଏକ ବ୍ୟବସାୟ ଆରମ୍ଭ କଲେ ଏବଂ 4 ମାସ ପରେ, B ତାଙ୍କ ସାଥୀ ଭାବରେ A  ସହିତ ଯୋଗ ଦେଲେ  ।  ଏକ ବର୍ଷ ପରେ, ଲାଭ 3 ∶ 4 ଅନୁପାତରେ ବିଭକ୍ତ ହେଲା । ତେବେ ବିନିଯୋଗ ହୋଇଥିବା ଟଙ୍କାରେ B ର ଅବଦାନ କେତେ ଥିଲା ? (ଟଙ୍କାରେ)

1
 12800
2
 13800
3
 14800
4
 11800

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation