ଆପଣଙ୍କ ବଡ଼ଭାଇ ପ୍ରତିଦିନ ରାତିରେ ମଦ୍ୟପାନ କରି ଶବ୍ଦ କରିବାର ଅଭ୍ୟାସ ରହିଛି ଯାହା ଆପଣଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଛି। ଆପଣ କ'ଣ କରିବେ?
1
ତାଙ୍କ ସହିତ କଥା ହୋଇ ବାଧା ନ ଦେବାକୁ ବୁଝାଇବେ।
2
ପୋଲିସକୁ ଅଭିଯୋଗ କରିବେ।
3
ଆପଣଙ୍କ ବାପାଙ୍କ ସହିତ ତାଙ୍କୁ ମାରିବେ।
4
ଦ୍ୱାର ଏବଂ ଝରକା ବନ୍ଦ କରି ପାଠପଢ଼ା ଜାରି ରଖିବେ।