ନିମ୍ନଲିଖିତ ବାର ଗ୍ରାଫ ର ଅଧ୍ୟୟନ କର ଏବଂ ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ର ଉତ୍ତର ଦିଅ: 

ନିମ୍ନଲିଖିତ ବାର ଗ୍ରାଫ ପ୍ରଥମ ସପ୍ତାହ ଏବଂ ଦ୍ଵିତୀୟ ସପ୍ତାହ ରେ ପାଞ୍ଚ ଅଲଗା ଅଲଗା ଦୋକାନ (ଅର୍ଥାତ  A, B, C, D ଏବଂ  E) ଦ୍ଵାରା ବିକ୍ରି କରାଯାଇଥିବା ଖେଳନା ର ସଂଖ୍ୟା କୁ ଦର୍ଶାଏ ।  

ପ୍ରଥମ ସପ୍ତାହ ରେ ଦୋକାନ  A, B ଏବଂ C ଦ୍ଵାରା ବିକ୍ରି ହେଇଥିବା ଖେଳନା ର ମୋଟ ସଂଖ୍ୟା ଏବଂ ଦ୍ଵିତୀୟ ସପ୍ତାହ ରେ ଦୋକାନ C, D ଏବଂ  E  ଦ୍ଵାରା ବିକ୍ରି ହେଇଥିବା ଖେଳନା ର ସଂଖ୍ୟା ର ଅନୁପାତ ବାହାର କର । 

1
9 : 13
2
13 : 9
3
1 : 13
4
9 : 1

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation