state gov OSSC CRE (Junior Steno, JG Typist and Typist-cum-Scribe) Test Series 2025 Computer Awareness Memory
_______ ଏକ ପ୍ରକାର ଚ୍ୟାଲେଞ୍ଜ-ପ୍ରତିକ୍ରିୟା, ଉପଭୋକ୍ତା ଜଣେ ମଣିଷ କି ନାହିଁ ତାହା ନିର୍ଦ୍ଧାରଣ କରିବାକୁ ବ୍ୟବହୃତ ହୁଏ ।
1
ପ୍ଲଗଇନ
2
ଏକ୍ସଟେନସନ
3
ଚିପର
4
କ୍ୟାପଚା