state gov Odisha Police SI Mock Test 2025 General Knowledge Modern India (National Movement ) Freedom to Partition (1939-1947)
କଂଗ୍ରେସର ନିମ୍ନଲିଖିତ ନେତାମାନଙ୍କ ମଧ୍ୟରୁ କେଉଁମାନେ କ୍ୟାବିନେଟ ମିଶନ ଯୋଜନାକୁ ସଂପୂର୍ଣ୍ଣ ସମର୍ଥନ କରିଥିଲେ?
1
ମହାତ୍ମା ଗାନ୍ଧୀ
2
ଜବାହରଲାଲ ନେହେରୁ
3
ସର୍ଦ୍ଦାର ପଟେଲ
4
ମଉଲାନା ଅବୁଲ କଲାମ ଆଜାଦ