state gov OSSSC Junior Assistant & Panchayat Executive Officer Mock Test 2023 Quantitative Aptitude Average
ଏକ ଉପହାର ବାକ୍ସରେ 10 ଟି ଚୁଡ଼ି ଅଛି, ସେଗୁଡ଼ିକ ମଧ୍ୟରୁ ପ୍ରଥମ 4ଟି ଚୁଡ଼ିର ହାରାହାରି ଓଜନ 103 ଗ୍ରାମ ଏବଂ ଅବଶିଷ୍ଟ 6 ଟି ଚୁଡିର ହାରାହାରି ଓଜନ 113 ଗ୍ରାମ ଅଟେ । ସମୁଦାୟ ଚୁଡ଼ିର ହାରାହାରି ଓଜନ ନିର୍ଣ୍ଣୟ କର । (ଗ୍ରାମରେ)
1
109
2
107
3
103
4
105