state gov OSSSC Junior Assistant & Panchayat Executive Officer Mock Test 2023 Quantitative Aptitude Average
10 ଟି ଡାଟାର ହାରାହାରି ହେଉଛି 55.5। ଏଥିରେ ପ୍ରଥମ 3 ଟି ଡାଟାର ହାରାହାରି 48 ଏବଂ ପରବର୍ତ୍ତୀ 4 ଟି ଡାଟାର ହାରାହାରି 58| ଯଦି ଅଷ୍ଟମ ଡାଟା ନବମ ଡାଟାଠାରୁ 11 କମ୍ ଏବଂ ଦଶମ ଡାଟାଠାରୁ 6 କମ୍, ତେବେ ଅଷ୍ଟମ ଡାଟା କଣ ?
1
54
2
56
3
52
4
58