A ଏବଂ B ମିଳିତ ଭାବରେ ଏକ ବ୍ୟବସାୟ ଆରମ୍ଭ କଲେ। A'ର ଅର୍ଥ ବିନିଯୋଗ B ର ବିନିଯୋଗର ତିନିଗୁଣ ଥିଲା ଏବଂ ତାଙ୍କ ବିନିଯୋଗର ଅବଧି B ର ବିନିଯୋଗ ଅବଧିର ଦୁଇ ଗୁଣ ଥିଲା। ଯଦି B ଲାଭ ଭାବରେ 4000 ଟଙ୍କା ପାଏ, ତେବେ ସେମାନଙ୍କର ମୋଟ ଲାଭ ହେଉଛି :
1
16,000 ଟଙ୍କା
2
20,000 ଟଙ୍କା
3
24,000 ଟଙ୍କା
4
28,000 ଟଙ୍କା