state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Algebra Linear Equation in 2 Variable
8 ପେନସିଲ, 5 ପେନ ଏବଂ 3 ରବର ର ମୂଲ୍ୟ 111 ଟଙ୍କା ଅଟେ । 9 ପେନସିଲ, 6 ପେନ ଏବଂ 5 ରବର ର ମୂଲ୍ୟ 130 ଟଙ୍କା ଅଟେ । 16 ପେନସିଲ, 11 ପେନ ଏବଂ 3 ରବର ର ମୂଲ୍ୟ 221 ଟଙ୍କା ଅଟେ । 39 ପେନସିଲ, 26 ପେନ ଏବଂ 13 ରବର ର ମୂଲ୍ୟ (ଟଙ୍କା ରେ) କେତେ ଅଟେ ?
1
316
2
546
3
624
4
482