ମା ଏବଂ ପୁଅର ବର୍ତ୍ତମାନ ବୟସର ଅନୁପାତ ହେଉଛି 5 : 1 ।  ବର୍ତ୍ତମାନଠାରୁ ଚଉଦ ବର୍ଷ ପରେ, ସେମାନଙ୍କ ବୟସର ଅନୁପାତ 3 : 1 ହେବ । ତେବେ ମା'ଙ୍କର ବୟସ କେତେ ହେବ ନିରୂପଣ କର?

1
68 ବର୍ଷ
2
70 ବର୍ଷ
3
56 ବର୍ଷ
4
65 ବର୍ଷ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation