କରିକା, ସୁନ୍ଦରୀ, ବାଣୀ, ରାୟ, ଗୁଆଁ ଓଡ଼ିଶାର କେଉଁ ଜଙ୍ଗଲ ପ୍ରକାରର ବୃକ୍ଷ ପ୍ରଜାତି?

1
କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ
2
ଉତ୍ତର କ୍ରାନ୍ତୀୟ ଅର୍ଦ୍ଧ-ଚିରହରିତ ଜଙ୍ଗଲ
3
କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲ
4
ଜୁଆରିଆ ଲୁଣା ଜଙ୍ଗଲ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation