state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Percentage
ଗୋଟିଏ ନିର୍ବାଚନରେ ମାତ୍ର 2 ଜଣ ପ୍ରାର୍ଥୀ ଥାଆନ୍ତି । ଜଣେ ବ୍ୟକ୍ତି 40 ପ୍ରତିଶତ ଭୋଟ ପାଇ 50 ଟି ଭୋଟରେ ପରାଜିତ ହୋଇଥିଲେ । ଯଦି କୌଣସି ଅବୈଧ ଭୋଟ୍ ନାହିଁ ତେବେ ସମୁଦାୟ ଭୋଟ୍ ସଂଖ୍ୟା ହେଲା :
1
150
2
250
3
120
4
450