state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Profit and Loss
ଜଣେ ଦୋକାନୀ ଦୁଇ ପ୍ରକାର ଚାହାକୁ 100 ଗ୍ରାମ୍ ପିଛା ଟ. 18 ଓ ଟ. 13 ଦରରେ କିଣି 7 : 3 ଅନୁପାତରେ ମିଶାଇଲେ । ମିଶ୍ରିତ ତାହାକୁ 100 ଗ୍ରାମ ପିଛା ଟ. 18.15 ହିସାବରେ ବିକିଲେ, ତାଙ୍କର କେତେ ଶତକଡ଼ା ଲାଭ ହେବ ?
1
8%
2
12%
3
15%
4
10%