state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Current Affairs Art and Culture Fairs
ଓଡ଼ିଶା ରାଜ୍ୟ ହସ୍ତତନ୍ତ୍ର ସମ୍ବଦ୍ଧ ରେ ଭୁଲ ମେଳ ଖାଉଥିବା ଯୋଡ଼ି ଚୟନ କରନ୍ତୁ ।
A) ସୁଦର୍ଶନ ସାହୁ - ପଥର ଖୋଦନ
B) ବେଣୁଧର ମହାପାତ୍ର- ପଟ୍ଟଚିତ୍ର ଏବଂ ଖଜୁରୀ ପତ୍ର ଖୋଦନ
C) ଦେବେନ୍ଦ୍ର ମିଶ୍ର - ଚମଡା କ୍ରାଫ୍ଟ
1
କେବଳ A
2
କେବଳ B
3
କେବଳ C
4
ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ