ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂରେ ଉଲ୍ଲେଖନୀୟ ଅବଦାନ ପାଇଁ 2022 ମସିହାରେ ଇଞ୍ଜିନିୟରିଂ ସାଇନ୍ସ କ୍ଷେତ୍ରରେ କେଉଁ ଓଡିଆ ଅନୁସନ୍ଧାନକାରୀଙ୍କୁ ସମ୍ମାନଜନକ ଶାନ୍ତି ସ୍ଵରୂପ ଭଟନଗର ପୁରସ୍କାର ପ୍ରଦାନ କରାଯାଇଥିଲା?

1
ଡ଼କ୍ଟର ଦିପ୍ତି ରଂଜନ ସାହୁ
2
ଡ଼କ୍ଟର ବୀଣାପାଣି ମହାନ୍ତି
3
ଡ଼କ୍ଟର ଫକିର ମୋହନ ସେନାପତି 
4
ଡ଼କ୍ଟର ସୁରେନ୍ଦ୍ର ମହାନ୍ତି

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation