state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Mensuration Plane Figures
ଯଦି ଗୋଟିଏ ତ୍ରିଭୁଜର କ୍ଷେତ୍ରଫଳ 250 ବର୍ଗ ମି ଏବ॰ ଏହାର ଭୂମି ଓ ଉଚ୍ଚତାର ଅନୁପାତ 4 : 5 ହୁଏ, ତେବେ ଏହାର ଉଚ୍ଚତା କେତେ ?
1
25 m
2
20 m
3
30 m
4
24 m