ଏକ ଫମ୍ପା ସିଲିଣ୍ଡର  ଉପରେ ଏକ ଫମ୍ପା ଅର୍ଦ୍ଧଗୋଲାକାର ଆକାର ର ଏକ ପାତ୍ର ଅଛି । ଅର୍ଦ୍ଧ ଗୋଲାକାର ର ବ୍ୟାସ 28 ସେମି ଅଟେ ଏବଂ ପାତ୍ର ର ମୋଟ ଉଚ୍ଚତା 26 ସେମି ଅଟେ, ପାତ୍ର ର ବକ୍ର ପୃଷ୍ଠତଳ ର କ୍ଷେତ୍ରଫଳ ବାହାର କର ।  (π = 22/7 ନିଆଯାଉ)

1
8282 ସେମି2
2
2288 ସେମି2
3
2828 ସେମି2
4
2882 ସେମି2

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation