ନିମ୍ନଲିଖିତ ପ୍ରସନ୍ରେ ବିବୃତ୍ତି ଏବଂ ଏହା ପରେ I ଏବଂ II ରେ ଅଙ୍କିତ ଦୁଇଟି ସିଦ୍ଧାନ୍ତ ଦିଆଯାଇଛି । ଆପଣଙ୍କୁ ଦିଆଯାଇଥିବା ବିବୃତ୍ତି କୁ ସତ ମଣିବାକୁ ହେବ, ଯଦି ବି ଜ୍ଞାନ୍ତ ତଥ୍ୟଠାରୁ ଅଲଗା ହେଉଥିବ । ସବୁ ସିଦ୍ଧାନ୍ତ କୁ ପଢନ୍ତୁ ଏବଂ ତା'ପରେ ନିର୍ଣ୍ଣୟ କରନ୍ତୁ ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ ଜ୍ଞାନ୍ତ ତଥ୍ୟ କୁ ନଜରନ୍ଦାଜ କରିବା ପରେ ବିବୃତ୍ତି ର ତାର୍କିକ ଏବଂ ନିଶିନ୍ତ ରୂପରେ ଅନୁସରଣ କରୁଛି ? 

ବିବୃତ୍ତି:

 1) ''ସବୁ କୁକୁଡ଼ା ସିଂହ ଅଟନ୍ତି । 

 2) ସବୁ ସିଂହ ବିଲେଇ ଅଟନ୍ତି । 

ସିଦ୍ଧାନ୍ତ:

 I. ସବୁ ବିଲେଇ କୁକୁଡ଼ା ଅଟନ୍ତି । 

II. କିଛି ବିଲେଇ କୁକୁଡ଼ା ଅଟନ୍ତି । 

1
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି । 
2
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି । 
3
ସିଦ୍ଧାନ୍ତ I ବା ସିଦ୍ଧାନ୍ତ II ଅନୁସରଣ କରୁଛି ।
4
ଉଭୟ ସିଦ୍ଧାନ୍ତ ଅନୁସରଣ କରୁଛନ୍ତି । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation