ନିମ୍ନଲିଖିତ ଦେଶଗୁଡ଼ିକ ଉପରେ ବିଚାର କର:

1. ଇରାନ

2. ସାଉଦି ଆରବ 

3. ଓମାନ

4. ଇରାକ

ଉପରୋକ୍ତ ଦେଶଗୁଡିକ ମଧ୍ୟରେ କେତୋଟି ଦେଶର ସୀମା ହୋର୍ମୁଜ ଜଳଡମରୁମଧ୍ୟ ସହିତ ଲାଗିଛି?

1
କେବଳ ଏକ ମାତ୍ର
2
କେବଳ ଦୁଇଟି 
3
କେବଳ ତିନୋଟି 
4
ସମସ୍ତ ଚାରୋଟି

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation