state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Average
ଗୋଟିଏ କମ୍ପାନିରେ କାମ କରୁଥିବା 10 ଜଣ କର୍ମଚାରିଙ୍କର ହାରାହାରି ମାସିକ ବେତନ 6835 ଟଙ୍କା ଏବଂ ସେମାନଙ୍କ ମଧ୍ୟରେ ଥିବା 3 ଜଣ ମହିଳା କର୍ମଚାରୀଙ୍କର ମାସିକ ହାରାହାରି ବେତନ 5428 ଟଙ୍କା ଅଟେ । ତେବେ ଅବଶିଷ୍ଟ 7 ଜଣଙ୍କର ହାରାହାରି ମାସିକ ବେତନ କେତେ ?
1
6550 ଟଙ୍କା
2
6845 ଟଙ୍କା
3
7238 ଟଙ୍କା
4
7438 ଟଙ୍କା