state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Interest Simple and Compound Both
ଯଦି କୌଣସି ଏକ ମୂଳଧନର ବାର୍ଷିକ 10% ସୁଧ ହାରରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ଓ ସରଳ ସୁଧର ଅନ୍ତର 248 ଟଙ୍କା ହୁଏ, ତେବେ ମୂଳଧନର ପରିମାଣ କେତେ ?
1
8000 ଟଙ୍କା
2
8500 ଟଙ୍କା
3
9000 ଟଙ୍କା
4
9500 ଟଙ୍କା