state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Speed Time and Distance
ଜଣେ ବ୍ୟକ୍ତି 144 ମିନିଟରେ 12 କିଲୋମିଟର ଦୂରତା ଅତିକ୍ରମ କରିବାକୁ ସ୍ଥିର କଲେ I ସେ ଦୁଇ ତୃତୀୟାଂଶ ଦୂରତାକୁ ଘଣ୍ଟା ପ୍ରତି 4 କିଲୋମିଟର ଗତିରେ ଏବଂ ବାକିତକ ଦୂରତାକୁ ସେ ଅଲଗା ଗତିରେ ଅତିକ୍ରମ କରିବାକୁ ସ୍ଥିର କଲେ I ଦୁଇ ତୃତୀୟାଂଶ ଦୂରତା ଅତିକ୍ରମ କରିସାରିବା ପରର ଗତି ବାହାର କରନ୍ତୁ ।
1
12 କିଲୋମିଟର / ଘଣ୍ଟା
2
10 କିଲୋମିଟର / ଘଣ୍ଟା
3
8 କିଲୋମିଟର / ଘଣ୍ଟା
4
13 କିଲୋମିଟର / ଘଣ୍ଟା