state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Number System LCM and HCF
ଯଦି ଦୁଇଟି ସଂଖ୍ୟାର ଯୋଗଫଳ 42 ଓ ଏହି ସଂଖ୍ୟା ଗୁଡିକର ଗ.ସା.ଗୁ. ଓ ଲ.ସା.ଗୁ. ଯଥାକ୍ରମେ 6 ଓ 72 ହୁଏ, ତେବେ ସଂଖ୍ୟାଗୁଡିକର ବ୍ୟୁତ୍କ୍ରମର ଯୋଗଫଳ କେତେ ?
1
\(7 \over 72\)
2
\(72 \over 7\)
3
\(42 \over 433\)
4
\(433 \over 42\)