state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Interest Compound Interest
ରାଧା ଚକ୍ରବୃଦ୍ଧି ସୁଧରେ ବାର୍ଷିକ 12 ପ୍ରତିଶତ ହାରରେ 2,500 ଟଙ୍କା ଜମା ଆକାରରେ ରଖିଥିଲେ । 2 ବର୍ଷ ଶେଷରେ ତାଙ୍କୁ ମୋଟ କେତେ ସୁଧ ମିଳିବ?
1
600 ଟଙ୍କା
2
336 ଟଙ୍କା
3
636 ଟଙ୍କା
4
720 ଟଙ୍କା