state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Profit and Loss Successive Selling
ଜଣେ ଦୋକାନୀ ଦୁଇଟି ଦ୍ରବ୍ୟକୁ ପ୍ରତ୍ୟେକ 600 ଟଙ୍କାରେ ବିକ୍ରି କରି ପ୍ରଥମ ଦ୍ରବ୍ୟରେ ଶତକଡା 20 ଲାଭ ଓ ଦ୍ବିତୀୟ ଦ୍ରବ୍ୟରେ ଶତକତା 20 କ୍ଷତି କରନ୍ତି । ତେବେ ସେ ବାସ୍ତବିକ କେତେ ଲାଭ କିମ୍ବା କ୍ଷତି କରନ୍ତି ?
1
4% କ୍ଷତି
2
2% କ୍ଷତି
3
1% ଲାଭ
4
ଲାଭ ବା କ୍ଷତି ନାହିଁ