state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Percentage
ଏକ ସହରର ଜନସଂଖ୍ୟା ବାର୍ଷିକ ୧୦ % ହାରରେ ହ୍ରାସ ପାଉଛି | ଯଦି ୨ ବର୍ଷ ପୂର୍ବେ ଜନସଂଖ୍ୟା ୨୦,୦୦୦ ଥିଲା, ତେବେ ବର୍ତ୍ତମାନର ଜନସଂଖ୍ୟା କେତେ?
1
୧୫,୦୦୦
2
୧୫, ୨୦୦
3
୧୬,୦୦୦
4
୧୬,୨୦୦