state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Problem on Age
ଦୁଇ ବର୍ଷ ତଳେ ରିତୁଙ୍କ ବୟସ ତାଙ୍କ ଝିଅ ଠାରୁ 3 ଗୁଣ ଅଟେ ଏବଂ ୨ ବର୍ଷ ପରେ ତାଙ୍କର ଦୁଇଗୁଣ ବୟସ ତାଙ୍କ ଝିଅ ଠାରୁ ପାଞ୍ଚ ଗୁଣ ହେବ । ରିତୁ ଏବଂ ତାଙ୍କ ଝିଅର ବର୍ତ୍ତମାନ ବୟସର ସମଷ୍ଟି କେତେ ହେବ ?
1
50 ବର୍ଷ
2
54 ବର୍ଷ
3
52 ବର୍ଷ
4
55 ବର୍ଷ