state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Average
ଏକ ହଷ୍ଟେଲରେ 100 ଜଣ ଛାତ୍ର ଥିଲେ । ଆଉ 20 ଜଣ ଛାତ୍ରଙ୍କୁ ରହିଲେ ହାରାହାରି ଟଙ୍କା 5 ଟଙ୍କା ହ୍ରାସ ପାଇଥାଏ । କିନ୍ତୁ ମୋଟ ଖର୍ଚ୍ଚ 400 ଟଙ୍କା ବୃଦ୍ଧି ପାଇଥାଏ । ବର୍ତ୍ତମାନ ହଷ୍ଟେଲର ମୋଟ ଖର୍ଚ୍ଚ ନିର୍ଣ୍ଣୟ କର ?
1
5000 ଟଙ୍କା
2
4600 ଟଙ୍କା
3
5400 ଟଙ୍କା
4
2300 ଟଙ୍କା