state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 General Knowledge Modern India (National Movement ) Important Historical Data
1920 ମସିହାରେ ନାଗପୁର ଭାରତୀୟ ଜାତୀୟ କଂଗ୍ରେସ ଅଧ୍ବବେଶନ (Nagpur Indian National Congress session) ର ଠିକ ପରେ ______ ଙ୍କ ଅଧ୍ୟକ୍ଷତାରେ ଚକ୍ରଧରପୁରରେ ଉତ୍କଳ ୟୁନିଅନ କନଫରେନ୍ସ (Utkal Union Conference) ର ଆୟୋଜନ କରାଯାଇଥିଲା ?
1
ମଧୁସୂଦନ ଦାସ
2
ଜଗବନ୍ଧୁ ସିଂ
3
ଗୋପାଳ ଚନ୍ଦ୍ର ପ୍ରହରାଜ
4
ଗୌରିଶଙ୍କର ରାୟ