state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Time and Work Work and Wages
4500 ଟଙ୍କାରେ ଏକ କାମ କରିବାକୁ A ଏବଂ B ଦାୟିତ୍ବ ଗ୍ରହଣ କଲେ | ଏକାକୀ ଏହାକୁ 8 ଦିନରେ ଏବଂ B ଏକାକୀ 12 ଦିନରେ କରିପାରେ | C ର ସାହାଯ୍ୟରେ ସେମାନେ 4 ଦିନରେ କାମ ସମାପ୍ତ କଲେ | ତେବେ C ର ଅଂଶ କେତେ ?
1
2250 ଟଙ୍କା
2
1500 ଟଙ୍କା
3
750 ଟଙ୍କା
4
375 ଟଙ୍କା