state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Interest Compound Interest
ବାର୍ଷିକ 20% ସୁଧ (ପୂର୍ଣ୍ଣ ସଂଖ୍ୟାର ନିକଟତର) ହାରରେ \(2\frac{2}{5}\) ବର୍ଷରେ 7200 ଟଙ୍କା ଉପରେ ଚକ୍ରବୃଦ୍ଧି ସୁଧ କେତେ ହେବ ନିର୍ଣ୍ଣୟ କର ?
1
3,960 ଟଙ୍କା
2
4,290 ଟଙ୍କା
3
3,997 ଟଙ୍କା
4
4,205 ଟଙ୍କା