state gov OSSSC RI, ARI, AMIN, SFS, ICDS Supervisor Combined Mock Test 2023-25 Quantitative Aptitude Speed Time and Distance Problem on Trains
318 ମିଟର ଲମ୍ବର ଏକ ଟ୍ରେନ୍ 90 ସେକେଣ୍ଡରେ 882 ମିଟର ଦର୍ଘ୍ୟର ଏକ ବ୍ରିଜ ଅତିକ୍ରମ କରେ | ସମାନ ବେଗରେ 128 କିଲୋମିଟର ଦୂରତା ଅତିକ୍ରମ କରିବାକୁ କେତେ ସମୟ ଲାଗିବ?
1
2 ଘଣ୍ଟା 30 ମିନିଟ୍
2
2 ଘଣ୍ଟା 40 ମିନିଟ୍
3
3 ଘଣ୍ଟା 40 ମିନିଟ୍
4
3 ଘଣ୍ଟା 20 ମିନିଟ୍