ନିମ୍ନଲିଖିତ ସୂଚନା କୁ ଧ୍ୟାନଦେ ପଢନ୍ତୁ ଏବଂ ନିମ୍ନ ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ ।
ଶ୍ୟାମଳା ସୋସାଇଟୀ ରେ ଏକ ଫ୍ଲ୍ଯାଟ କିଣିବା ର ଯୋଜନା କଲା ।
ଶ୍ୟାମଳା ସୋସାଇଟୀ ତାର ସୋସାଇଟୀ ରେ ଫ୍ଲ୍ଯାଟ ଆବଣ୍ଟନ ପାଇଁ ନିମ୍ନଲିଖିତ ସର୍ତ୍ତ ରଖିଛି:
ଆବେଦକ:
(I). ରାଜ୍ୟ ବାସସ୍ଥାନ ପ୍ରମାଣପତ୍ର ଦେବା ଜରୁରୀ ।
(II). ଅତିକମ ରେ 5 ବର୍ଷ କାର୍ଯ୍ୟ କାର୍ଯ୍ୟ କରିଥିବେ ।
(III). ଯଦି ଦରକାର ପଡେ, ତେବେ ସେ 5 ବର୍ଷ ର ମୋଟ ରାଶି ଦେବାକୁ ପ୍ରସ୍ତୁତ ରହିବେ ।
(IV). ସେହି ସୋସାଇଟୀ ର ମାଲିକ କିମ୍ବା ସହ ମାଲିକ (ଯଦି ପତି/ପତ୍ନୀ) ରହିବେ ନାହିଁ ।
(V). 31 ଡିସେମ୍ବର 2016 ସୁଧା 35 ବର୍ଷ ରୁ କମ ହେଇନଥିବେ ।
ଯଦି ଆବେଦକ କିଛି ସର୍ତ୍ତ କୁ ଛାଡି ଅନ୍ୟ ସର୍ତ୍ତକୁ ପୁରା କରୁଥିବ
A) (I) ଉପରେ ଦିଆଯାଇଥିବା ପରି, ସହର ର ଅଧ୍ୟକ୍ଷ ଙ୍କ ପାଖକୁ ପଠାଯିବ ।
B) (II) ଉପରେ ଦିଆଯାଇଥିବା ପରି, ଆଧାର କାର୍ଡ ଦେବାକୁ ପ୍ରସ୍ତୁତ ରହିବେ । କମିଟି ର ଉପ-ଅଧ୍ୟକ୍ଷ ଙ୍କ ପାଖକୁ ପଠାଯିବ ।
C) (III) ଉପରେ ଦିଆଯାଇଥିବା ପରି, ଯଦି ସ୍ଵାଧୀନତା ସଂଗ୍ରାମୀ କିମ୍ବା ପୂର୍ବ ସୈନିକ ବ ତାଙ୍କ ସହ କିଛି ସମ୍ପର୍କ ଅଛି ତେବେ କମିଟି ର ଏକ ସଦସ୍ୟ ଙ୍କ ନିକଟ କୁ ପଠାଯିବ ।
ଆବେଦନ କରିବାର ଅନ୍ତିମ ଦିନ ହେଲା 31 ଡିସେମ୍ବର 2016 । 31 ଡିସେମ୍ବର 2016 ରେ ସର୍ତ୍ତଗୁଡିକୁ ପୂରଣ କରାଯିବ ଦରକାର । ଏହି ମାନଦଣ୍ଡ ଆଧାର ରେ, ନିର୍ଣ୍ଣୟ ନିଅନ୍ତୁ କି 1 ଜାନୁଆରୀ 2017 କୁ ଦିଆଯାଇଥିବା ନିମ୍ନଲିଖିତ କ୍ଷେତ୍ର ରେ ଫ୍ଲ୍ଯାଟ ଦିଆଯାଇବା ଉଚିତ ଅଟେ କିମ୍ବା ନାହିଁ ।
ଧବନ ଜଣେ ଉଦ୍ୟୋଗପତି ଏବଂ ଅନ୍ୟ ରାଜ୍ୟ ର ଯିଏ 2000 ମସିହା ରେ ନିଜର ଫ୍ଯାକ୍ଟରି ସ୍ଥାପିତ
କରିଛନ୍ତି ଏବଂ ତାଙ୍କର ରାଜ୍ୟ ବାସିନ୍ଦା ପ୍ରମାଣପତ୍ର ଅଛି । ସେ ଆବଶ୍ୟକ ପଡିଲେ 4 ବର୍ଷ ର ମୋଟ ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ତାଙ୍କର ସେହି ସହର ରେ କୌଣସି ଘର ନାହିଁ କିନ୍ତୁ ତାଙ୍କ ପତ୍ନୀ ଙ୍କର ଅଛି । ତାଙ୍କର ଜନ୍ମ ତିଥି ହେଉଛି 11ନଭେମ୍ବର 1970 ।