ଜଣେ ବ୍ୟକ୍ତି 10 ଘଣ୍ଟା ମଧ୍ୟରେ ଏକ ଯାତ୍ରା ସମାପ୍ତ କଲେ।  ସେ ମୋଟ ଦୂରତାର ପ୍ରଥମାର୍ଦ୍ଧ 21 କିଲୋମିଟର/ଘଣ୍ଟା ହାରରେ ଏବଂ ଦ୍ୱିତୀୟାର୍ଦ୍ଧ  24 କିଲୋମିଟର/ଘଣ୍ଟା ହାରରେ ଯାତ୍ରା କରିଥିଲେ । ସେ  ଯାତ୍ରା କରିଥିବା ମୋଟ ଦୂରତା କିଲୋମିଟରରେ କେତେ  ହେବ ନିରୂପଣ କର ?

1
220 କିଲୋମିଟର
2
 224  କିଲୋମିଟର
3
 230 କିଲୋମିଟର
4
234 କିଲୋମିଟର

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation