ନିମ୍ନଲିଖିତ ମଧ୍ୟରୁ କେଉଁଟି MS ୱାର୍ଡ ସଫ୍ଟୱେୟାରର କାର୍ଯ୍ୟ ଅଟେ ?
I. ଡକ୍ୟୁମେଣ୍ଟ୍ କ୍ରିଏଟ, ଏଡିଟ, ସେଭିଙ୍ଗ ଏବଂ ପ୍ରିଣ୍ଟିଙ୍ଗ
II ଏକ ଡକ୍ୟୁମେଣ୍ଟ୍ ମଧ୍ୟରେ ଟେକ୍ସଟ୍ କପି, ପେଷ୍ଟ, ଘୁଞ୍ଚାଇବା ଏବଂ ଡିଲିଟ୍ କରିବା
III ଟେବୁଲ୍ ସୃଷ୍ଟି ଏବଂ ଏଡିଟ୍ କରିବା
1
I, II ଏବଂ III
2
କେବଳ III
3
କେବଳ II
4
କେବଳ I