ଗୋଟିଏ ଡଙ୍ଗା 6 ଘଣ୍ଟାରେ 14 କିଲୋମିଟର ଅନୁକୂଳ ବେଗରେ ଓ 30 କିଲୋମିଟର ପ୍ରତିକୂଳ ବେଗରେ ଅତିକ୍ରମ କରିପାରୁଥିବା ବେଳେ 7.5 ଘଣ୍ଟାରେ 24 କିଲୋମିଟର ଅନୁକୂଳ ବେଗରେ ଓ 18 କିଲୋମିଟର ପ୍ରତିକୂଳ ବେଗରେ ଦୂରତା ଅତିକ୍ରମ କରିପାରେ। ତେବେ ଡଙ୍ଗାର ବେଗ କେତେ ନିର୍ଣ୍ଣୟ କର ?

1
10 କିଲୋମିଟର /ଘଣ୍ଟା 
2
କିଲୋମିଟର /ଘଣ୍ଟା 
3
12 କିଲୋମିଟର /ଘଣ୍ଟା 
4
16 କିଲୋମିଟର /ଘଣ୍ଟା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation