state gov Odisha High Court ASO 2024-25 Mock Test Series General Knowledge Modern India (National Movement )
ପୃଥକ ଓଡ଼ିଶା ପାଇଁ ଏହି ଆନ୍ଦୋଳନରେ କେଉଁ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା?
1
ଭାରତୀୟ ଜାତୀୟ କଂଗ୍ରେସ
2
ଉତ୍କଳ ସମ୍ମିଳନୀ
3
ମୁସଲିମ୍ ଲିଗ୍
4
ଆର୍ଯ୍ୟ ସମାଜ