ଯେତେବେଳେ ବେସ୍ B ରେ ଏସିଡ୍ A ମିଶାଯାଏ, C ପ୍ରଚୁର ପରିମାଣର ଉତ୍ତାପ ସହିତ ଉତ୍ପନ୍ନ ହୁଏ । ପ୍ଲାଷ୍ଟର ଅଫ୍ ପ୍ୟାରିସର ଉତ୍ପାଦନରେ C ବ୍ୟବହୃତ ହୁଏ । ତେବେ A, B ଏବଂ C ଚିହ୍ନଟ କର ।
1
A -ହାଇଡ୍ରୋକ୍ଲୋରିକ୍ ଏସିଡ୍; B -ଆଲୁମିନିୟମ୍ ଅକ୍ସାଇଡ୍; C -ଆଲୁମିନିୟମ୍ କ୍ଲୋରାଇଡ୍
2
A -ସଲଫୁରିକ୍ ଏସିଡ୍; B -ଆଲୁମିନିୟମ୍ ଅକ୍ସାଇଡ୍; C-ଆଲୁମିନିୟମ୍ ସଲଫେଟ୍
3
A -ହାଇଡ୍ରୋକ୍ଲୋରିକ୍ ଏସିଡ୍; B -କ୍ୟାଲସିୟମ୍ କାର୍ବୋନେଟ୍; C -କ୍ୟାଲସିୟମ୍ କ୍ଲୋରାଇଡ୍
4
A -ସଲଫୁରିକ୍ ଏସିଡ୍; B -ଚୂନ ପାଣି; C -କ୍ୟାଲସିୟମ୍ ସଲଫେଟ୍