ଗୋଟିଏ କ୍ଲାସରେ 30 ଜଣ ଛାତ୍ରଛାତ୍ରୀଙ୍କ ହାରାହାରି ବୟସ 15 ବର୍ଷ । ଯଦି ଶିକ୍ଷକଙ୍କ ବୟସକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଏ ତେବେ ହାରାହାରି ବୟସ 1 ବର୍ଷ ବୃଦ୍ଧି ପାଇଥାଏ । ଶିକ୍ଷକଙ୍କ ବୟସ କେତେ ନିର୍ଣ୍ଣୟ କର ?

1
56 ବର୍ଷ
2
35 ବର୍ଷ 
3
45 ବର୍ଷ
4
46 ବର୍ଷ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation