ସମାନ୍ଥା କୁ ସ୍ଥାନ  X ରୁ ସ୍ଥାନ  Y ପର୍ଯ୍ୟନ୍ତ 75 ମାଇଲ ପ୍ରତି ଘଣ୍ଟା ର ଗତି ରେ  3 ଘଣ୍ଟା ଲାଗେ । ସେ ସ୍ଥାନ  Y ରୁ  Z ପରୟନ୍ତ  30% ବଢିଥିବା ଗତି ରେ ଯାତ୍ରା କରିବା ରେ 2 ଘଣ୍ଟା ର ସମୟ ନିଏ । ସଂପୂର୍ଣ୍ଣ ଯାତ୍ରା ସମୟ ରେ ତାର ହାରାହାରି ଗତି ବାହାର କର । 

1
84 ମାଇଲ ପ୍ରତି ଘଣ୍ଟା 
2
65 ମାଇଲ ପ୍ରତି ଘଣ୍ଟା 
3
72 ମାଇଲ ପ୍ରତି ଘଣ୍ଟା 
4
90 ମାଇଲ ପ୍ରତି ଘଣ୍ଟା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation