ପ୍ରଦତ୍ତ ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଭଲଭାବେ ପଢନ୍ତୁ । ମନେକରନ୍ତୁ ଯେ ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଯଦିଓ ଏହା ସାଧାରଣ ଜଣାଶୁଣା ତଥ୍ୟ ସହିତ ଭିନ୍ନ ଦେଖାଯାଏ, ତେବେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ଷ୍ଟେଟମେଣ୍ଟଗୁଡିକ ଅନୁସରଣ କରେ ତାହା ସ୍ଥିର କରନ୍ତୁ । 

ବିବୃତ୍ତି:

କିଛି ଗୋଲାପ ପ୍ୟାନ୍ସି ଅଟେ । 

କିଛି ଲିଲି ପ୍ୟାନ୍ସି ଅଟେ । 

ସମସ୍ତ ଗୋଲାପ ଡେଜି ଅଟେ  । 

ସିଦ୍ଧାନ୍ତ:

I. କିଛି ଗୋଲାପ ହେଉଛି ଲିଲି । 

II ସମସ୍ତ ପ୍ୟାନ୍ସ ହେଉଛି ଡେଜି । 

1
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରନ୍ତି  
2
କେବଳ ସିଦ୍ଧାନ୍ତ I ଅନୁସରଣ କରେ 
3
କେବଳ ସିଦ୍ଧାନ୍ତ II ଅନୁସରଣ କରେ  
4
କୌଣସି ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ ନାହିଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation