'A + B' ର ଅର୍ଥ ହେଉଛି 'A, B ର ପତ୍ନୀ ଅଟେ'
'A - B' ର ଅର୍ଥ ହେଉଛି 'A, B ର ସ୍ଵାମୀ ଅଟେ'
'A × B' ର ଅର୍ଥ ହେଉଛି 'A, B ର ଭାଇ ଅଟେ'
'A ÷ B' ର ଅର୍ଥ ହେଉଛି 'A, B ର ମାତା ଅଟେ'
ଯଦି R + T × S - P ÷ Q + N, ତେବେ ନିମ୍ନଲିଖିତ ମଧ୍ୟରୁ କେଉଁ କଥନ ସଠିକ ନୁହେଁ ?
1
Q, T ର ମାତା ଅଟେ ।
2
P, Q ର ମାତା ଅଟେ ।
3
T, S ର ଭାଇ ଅଟେ ।
4
R, T ର ପତ୍ନୀ ଅଟେ ।